ଖୁବ୍‌ ଶୀଘ୍ର ରୁଷ୍‌ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ : ପୁଟିନ୍‌

ମସ୍କୋ: ଖୁବ୍‌ ଶୀଘ୍ର ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ମସ୍କୋ ଗସ୍ତରେ ଆସିବେ‌ ବୋଲି ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସୂଚନା ଦେଇଛନ୍ତି। ଚୀନ୍‌ର ପଦସ୍ଥ କୂଟନୀତିଜ୍ଞ ୱାଙ୍ଗ୍‌ ୟିଙ୍କୁ କ୍ରେମ୍‌ଲିନ୍‌କୁ ସ୍ୱାଗତ କରିବା ବେଳେ ପୁଟିନ୍‌ କହିଛନ୍ତି, ଜିନ୍‌ପିଙ୍ଗ୍‌ଙ୍କ ଗସ୍ତକୁ ଚାହିଁବସିଛୁ। ଏଥିପାଇଁ ଦୁଇ ଦେଶ ମଧ୍ୟରେ ବ୍ୟବସ୍ଥା କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ସବୁ ଜିନିଷ ପ୍ରଗତି କରୁଛି, ଉନ୍ନତି କରୁଛି। ଆମେ … Continue reading ଖୁବ୍‌ ଶୀଘ୍ର ରୁଷ୍‌ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ : ପୁଟିନ୍‌